ବିପଜ୍ଜନକ ଅବସ୍ଥାରେ ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର : ଜାତିସଂଘ

ଜେନିଭା : ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆଉ ଏକ ବଡ଼ ବିପଦର ସମୁଖୀନ ହେବାକୁ ଯାଉଛି ୟରୋପ। ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ ଏବ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି। ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି ବୋଲି ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି। ସେ କହିଛନ୍ତି ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି। ଏଣୁ ଆଗକୁ ଏହା ଏକ … Continue reading ବିପଜ୍ଜନକ ଅବସ୍ଥାରେ ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର : ଜାତିସଂଘ